Below header

ବଲାଙ୍ଗିର: ସଇଁତଳା ବ୍ଳକ ଘଣ୍ଟମାଲ ଗାଁରେ ଚାଷୀଙ୍କ ନାଁରେ ୧ କୋଟି ଟଙ୍କାର ଜିଏସ୍ ଟି ଠକେଇ ନେଇ ଅଭିଯୋଗ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଘଣ୍ଟମାଲରେ ଏକ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ନେଇ ସଇଁତଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଣ୍ଟମାଲ ଗାଁର ରବୀନ୍ଦ୍ର ଭୋଇଙ୍କୁ କୃଷି ଋଣ କରିଦେବାକୁ କହି ମହେନ୍ଦ୍ର ସାହୁ ତାଙ୍କ ଆଧାର କାର୍ଡ, ପାନ କାର୍ଡ ନେଇଥିଲେ । ବଲାଙ୍ଗୀର ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ାଉ ବେଳେ ତାଙ୍କ ପାନ କାର୍ଡରେ ସିନ୍ଧୁଜା ଷ୍ଟିଲ ଠାରୁ ଏକ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.