ରାଉରକେଲା ଓକିଲ ସଂଘ ପକ୍ଷରୁ ଦିନିକିଆ ଅର୍ଥନୈତିକ ଅବରୋଧ

ରାଉରକେଲା(କେନ୍ୟୁଜ୍) : ରାଉରକେଲା ଓକିଲ ସଂଘ ପକ୍ଷରୁ ଦିନିକିଆ ଅର୍ଥନୈତିକ ଅବରୋଧ । ଆନ୍ଦୋଳନକୁ ଓହ୍ଲାଇଛି ଓକିଲ ସଂଘ । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଓ ରାଉରକେଲାକୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଇନଜୀବୀ । ସମସ୍ତ ସରକାରୀ କାର‌୍ୟ୍ୟାଳୟକୁ ବନ୍ଦ କରିଛନ୍ତି ଆଇନଜୀବୀ ।

Leave A Reply

Your email address will not be published.