ବାଲେଶ୍ୱର : ଭିଜିଲାନ୍ସ ଜାଲରେ ପଞ୍ଚୁସାହି ହାଇସ୍କୁଲର ପ୍ରଧାନଶିକ୍ଷକ

ବାଲେଶ୍ବର (କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବାଲିଆପାଳ ପଞ୍ଚୁସାହି ହାଇସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ବାରିକଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି।
ଖନ୍ତାପଡ଼ା ବାସଭବନରେ ବାଲେଶ୍ୱର ଭିଜିଲାନ୍ସର ଚଢାଉ ଜାରି ରହିଛି।

vigilance

ମନୋରଞ୍ଜନଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ରେଡ୍ରେ ଭିଜିଲାନ୍ସ ବିଭାଗର ୧୯ଟି ଟିମ୍ ସାମିଲ ହୋଇଥିବା ଭିଜିଲାନ୍ସ ଝଚ ସୁନୀଲ କୁମାର ସେନାପତି ସୂଚନା ଦେଇଛନ୍ତି।