ଓଲଟିଲା ଇଟା ବୋଝେଇ ଟ୍ରକ୍, ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର(କେ ନ୍ୟୁଜ): ଓଲଟିଲା ଇଟା ବୋଝେଇ ଟ୍ରକ୍‌ । ଜଣେ ମୃତ, ୨ ଗୁରୁତର । ଶିଖରପୁର ଠାରୁ ଭୁବନେଶ୍ୱର ଯାଉଥିବା ବେଳେ ଖଣ୍ଡପଡା ସୁନାମୁହିଁ ଠାରେ ଭାରସାମ୍ୟ ହରାଇ ଖସି ପଡିଥିଲା । ୨ ଗୁରୁତରଙ୍କୁ ଖଣ୍ଡପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.