କଟକ ଗଡଗଡିଆ ମନ୍ଦିର ନିକଟରେ ବାଇକ-ସାଇକେଲ ମଧ୍ଯରେ ଦୁର୍ଘଟଣା: ଜଣେ ମୃତ, ୨ ଆହତ

କଟକ(କେନ୍ଯୁଜ୍): ବାଇକ-ସାଇକେଲ ଦୁର୍ଘଟଣା । କଟକ ଗଡଗଡିଆ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି ।

ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବାଇକ ଚାଳକ ଜଣକ ଡିଭାଇଡରରେ ଗାଡି ପିଟି ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.