Below header

କଟକରେ ଅଘଟଣ: ପୁଣି ଗୁଡ଼ି ସୂତା ଲାଗି କଟିଲା ଜଣଙ୍କ ବେକ

ପୁଣି ଗୁଡ଼ି ସୂତା ଲାଗି କଟିଲା ବେକ। କଟକ କାଠଯୋଡ଼ି ବ୍ରିଜ ଉପରେ ଏଭଳି ଅଘଟଣ ଘଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । କଟକ କାଠଯୋଡି ବ୍ରିଜ୍‌ ଉପରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

କଟକ (କେନ୍ୟୁଜ): ପୁଣି ଗୁଡ଼ି ସୂତା ଲାଗି କଟିଲା ବେକ। କଟକ କାଠଯୋଡ଼ି ବ୍ରିଜ ଉପରେ ଏଭଳି ଅଘଟଣ ଘଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । କଟକ କାଠଯୋଡି ବ୍ରିଜ୍‌ ଉପରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅକ୍ଷୟ କଟକ କଲ୍ୟାଣ ନଗରରୁ ଭୁବନେଶ୍ବର ଯାଉଥିବାବେଳେ ଗୁଡ଼ି ସୂତା ତାଙ୍କ ବେକରେ ଲାଗିଯାଇଥିଲା । ଫଳରେ ବେକରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କଟକରେ ଗୁଡି ସୂତା ଲାଗି ଆହତ ହେବା ଏହା ଚତୁର୍ଥ ଘଟଣା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.