Browsing Tag

kite string

କଟକରେ ଅଘଟଣ: ପୁଣି ଗୁଡ଼ି ସୂତା ଲାଗି କଟିଲା ଜଣଙ୍କ ବେକ

କଟକ (କେନ୍ୟୁଜ): ପୁଣି ଗୁଡ଼ି ସୂତା ଲାଗି କଟିଲା ବେକ। କଟକ କାଠଯୋଡ଼ି ବ୍ରିଜ ଉପରେ ଏଭଳି ଅଘଟଣ ଘଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । କଟକ କାଠଯୋଡି ବ୍ରିଜ୍‌ ଉପରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅକ୍ଷୟ କଟକ କଲ୍ୟାଣ ନଗରରୁ ଭୁବନେଶ୍ବର ଯାଉଥିବାବେଳେ ଗୁଡ଼ି…