ଏବେ ଖୋଲିନପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ, କରୋନା ସ୍ଥିତିକୁ ଦେଖି କରାଯାଉଛି ପୁନର୍ବିଚାର : ସମୀର ଦାଶ

ଭୁବନେଶ୍ବର: ଏବେ ଖୋଲିନପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । କରୋନା ସ୍ଥିତିକୁ ଦେଖି ପୁନର୍ବିଚାର କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଛତିଶଗଡ଼ରେ ସଂକ୍ରମଣ ବଢିଛି ।

ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ନୋଡାଲ ଅଫିସର ପହଞ୍ଚିଛନ୍ତି । ସେଠାରେ କୋଭିଡ୍‌ ନିୟମ ପାଳନ ନେଇ ସେମାନେ ତଦାରଖ କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.