Below header

ଟ୍ଵିନ୍‌ସିଟିରେ ୧୦୦ ପାର୍ କଲା ପିଆଜ ଦର, ଦୁଇ ତିନି ଦିନ ଭିତରେ ୨୦ରୁ ୩୦ ଟଙ୍କା ବୃଦ୍ଧି

ଭୁବନେଶ୍ବର: ଶୁଖୁନି ପିଆଜ ଲୁହ। ଟ୍ଵିନ୍‌ସିଟିରେ ୧୦୦ ପାର୍ କଲା ଦର। ହଠାତ୍ ଦର ବୃଦ୍ଧି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଯାହକୁ ନେଇ ଉଭୟ ବେପାରୀ ଓ ଗ୍ରାହକଙ୍କୁ ହନ୍ତସନ୍ତ ହେବାକୁ ପଡିଛି। ସେପଟେ ରୋଷେଇ ଘରୁ ଓ ହୋଟେଲରେ ବିଭିନ୍ନ ଆଇଟମରୁ ପିଆଜ ଉଭାନ୍ ହୋଇଯାଇଛି। ସେପଟେ ଗ୍ରାହକଙ୍କ ଉପରେ ବୋଝ କମାଇବାକୁ ତୁର୍କୀରୁ ଭାରତକୁ ଆମଦାନୀ ହେବ ୧୧ହଜାର ମିଲିୟନ୍ ଟନ୍ ପିଆଜ। ଇଜିପ୍‌ଟରୁ ମଧ୍ୟ ପିଆଜ ଆମଦାନୀ ହେଉଛି। ଫଳରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.