ଭୁବନେଶ୍ବର: ନଭେମ୍ବର ୨୧ ତାରିଖ ସୁଦ୍ଧା ପ୍ରକାଶ ପାଇବ OTET ରେଜଲ୍ଟ , ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ବର(କେନ୍ୟୁଜ୍):   ଆସନ୍ତା ନଭେମ୍ବର ୨୧ ତାରିଖ ସୁଦ୍ଧା ପ୍ରକାଶ ପାଇବ OTET ରେଜଲ୍ଟ । ଚଳିତବର୍ଷ ପ୍ରଥମଥର ପାଇଁ ONLINEରେ ପରୀକ୍ଷା ହୋଇଛି । ପ୍ରାୟ ୨ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ତେବେ ଓଟିଇଟି ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମାନିଛନ୍ତି । ସମସ୍ୟାର ସମାଧାନ ପାଇଁ ତଦାରଖ କମିଟିକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.