Below header

ମା’ ଙ୍କ ପାଖେ ବସିଛି ବାହାନ, ଏହି ଅଲୌକିକ ଦୃଶ୍ୟ ଦେଖିବାକୁ ମନ୍ଦିରରେ ଲୋକଙ୍କ ଭିଡ଼

କେନ୍ୟୁଜ୍‌(ବ୍ୟୁରୋ): ମା’ଙ୍କ ପାଖେ ବସିଛି ବାହନ । ଜଗତସିଂହପୁର ଜିଲ୍ଲା ସିଦ୍ଧଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ଏଭଳି ଦୃଶ୍ୟ ସାମନାକୁ ଆସିଛି । ମନ୍ଦିରର ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଉପରେ ଏକ ବିରଳ ପ୍ରଜାତିର ଧଳା ପେଚା ବସିଥିବା ଦେଖିବାକୁ ମିଳିଛି । ମନ୍ଦିରର ମୁଖ୍ୟ ପୂଜକ ପ୍ରଥମେ ଏହି ଦୃଶ୍ୟ ଦେଖିବାକୁ ପାଇଥିଲେ । ଘଟଣା ପ୍ରଚାର ହେବାପରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.