Below header

କରୋନା ଭାଇରସକୁ ନେଇ ପାରାଦୀପରେ ବ୍ୟାପକ ପ୍ରସ୍ତୁତି

ପାରାଦୀପ(କେନ୍ଯୁଜ୍): କରୋନା ଭାଇରସକୁ ନେଇ ପାରାଦୀପରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବନ୍ଦର ଚିକିତ୍ସାଳୟରେ ସ୍ୱତନ୍ତ୍ର ଓ୍‌୍ଵାର୍ଡ ଖୋଲାଯାଇଛି । ଗେଟ୍‌ ନିକଟରେ ଥର୍ମାଲ ସ୍କାନର ବ୍ୟବସ୍ଥା କରାଯାଇଛି ।ବାହାରୁ ଆସୁଥିବା କର୍ମଚାରୀଙ୍କ ଯାଞ୍ଚ ପାଇଁ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ରୋଗୀଙ୍କୁ ଏସସିବି ମେଡିକାଲ ପଠାଯିବ । ସେହିଭଳି ଜାହାଜରେ ଆସୁଥିବା ବିଦେଶୀ ଅତିଥିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବନ୍ଦର କର୍ତ୍ତୃପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.