Browsing Tag

paradip port

ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍ ଘାଟନ କଲେ ମୁଖ୍ୟମନ୍ତ୍ରୀ, ମନେ ପକାଇଲେ ପୁରାତନ ନୌବାଣିଜ୍ୟର କଥା

ପାରାଦୀପ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଗାଁଠୁ ସହର ସବୁଠି ଉତ୍ସବମୁଖର । ଏହି ଦିନରେ ସମୁଦ୍ର, ପୋଖରୀ ଓ ନଦୀର ଆଦି ଜଳାଶୟମାନଙ୍କରେ ଲୋକମାନେ ଡଙ୍ଗା ଭସାଇ ପୁରାତନ ନୌବାଣିଜ୍ୟର କଥା ମନେ ପକାଇଥାନ୍ତି । ସେହିପରି ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍…

ଆରମ୍ଭ ହୋଇଗଲାଣି ବର୍ଷା ପବନ, ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ

ପରିବର୍ତ୍ତନ ହେଲା ପାଗ ।  ଆରମ୍ଭ ହୋଇଗଲାଣି ବର୍ଷା ପବନ ।  କାଲିଠୁ ବଢ଼ିବ। ବାତ୍ୟାକୁ ନେଇ ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ ଜାରି ହୋଇଛି ।  ଗୋପାଳପୁର ବନ୍ଦରକୁ ୮ ନଂ ବିପଦସଙ୍କେତ ଜାରି ହୋଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ…

ବାତ୍ୟା ପାଇଁ ପାରାଦୀପ ବନ୍ଦରରେ ସ୍ବତନ୍ତ୍ର ପ୍ରସ୍ତୁତି, ସଂଧ୍ୟା ପୂର୍ବରୁ ଜାହାଜରୁ ପରିବହନ ଓ ଲୋଡିଂ କାମ ସାରିବାକୁ…

ପାରାଦୀପ : ବାତ୍ୟା ଦାନାକୁ ନେଇ ପାରାଦୀପ ବନ୍ଦର ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ।  ଆଜି ସଂଧ୍ୟା ପୂର୍ବରୁ ବନ୍ଦରର ବର୍ଥରେ ଥିବା ସମସ୍ତ ଜାହଜରୁ ପଣ୍ୟ ପରିବହନ ଓ ଲୋଡିଂ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।  ଆଙ୍କରେଜରେ ଥିବ ଜାହାଜ ଗୁଡିକୁ ସମୁଦ୍ରର ସୁରକ୍ଷିତ ସ୍ଥାନରେ…

ପାରାଦୀପରେ ୩ ଘାନା ନାଗରିକ ଅଟକ, CISF ହେପାଜତରେ ଅଟକ

ପାରାଦୀପ: ପାରାଦୀପରେ ୩ ଘାନା ନାଗରିକ ଅଟକ । ପାରାଦୀପ - CISF ହେପାଜତରେ ୩ ଘାନା ନାଗରିକ । ଏକ ଜାହାଜରେ ଲୁଚି ପଳାଇ ଆସିଥିଲେ ୩ ଜଣ। ପାରାଦୀପ ପୋର୍ଟରେ ଜାହାଜ ଲାଗିବା ପରେ ଧରାପଡ଼ିଲେ । ପୋର୍ଟର ନିଷିଦ୍ଧାଞ୍ଚଳରୁ ଏମାନଙ୍କୁ ହେପାଜତକୁ ନେଇଛି ସିଆଇଏସଏଫ । MV ଗ୍ରେଟ୍ ସେଙ୍ଗ ୱେନ…

ପାରାଦୀପରେ ଅଟକିଲା ଚୀନରୁ ଆସିଥିବା ଜାହାଜ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗିରଫ

ପାରାଦୀପ : ପାରାଦୀପରେ ଅଟକ ରହିଛି ଚୀନ ଜାହାଜ । ପାରାଦୀପରେ ଅଟକିଲା ଚୀନରୁ ଆସିଥିବା MJHEHAI 505 ଜାହାଜ । ଜାହାଜକୁ ଗିରଫ ପାଇଁ ନିଦ୍ଦେର୍ଶ ଦେଇଥିଲେ ହାଇକୋର୍ଟ । ଯଦି ତୁରନ୍ତ ଏହାକୁ ଅଟକା ନଯାଏ, ଏହି ଜାହାଜଟି ପାରାଦୀପ ବନ୍ଦର ଛାଡ଼ିଦେବାର ଆଶଙ୍କା ରହିଛି । ତେଣୁ ଜାହାଜକୁ ଅଟକ…

ପାରାଦୀପ ବନ୍ଦରରେ ଅଘଟଣ, ଜାହାଜରୁ ଖସି ପଡ଼ି ବିଦେଶୀ ନାଗରିକଙ୍କ ମୃତ୍ୟୁ

ପାରାଦୀପ (କେନ୍ୟୁଜ): ପାରାଦୀପ ବନ୍ଦରରେ ଜାହାଜରୁ ଖସି ପଡ଼ି ବିଦେଶୀ ନାଗରିକଙ୍କ ମୃତ୍ୟୁ । କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜରେ ଅପେକ୍ଷା କରିଥିବା ମାଲ୍ଟା ଫ୍ଲାଗର ଜାହାଜ 'ଏମଭି ଯୁକାଡ଼' ର ଜଣେ ଓ.ଏସ. ମ୍ୟାନ ଙ୍କ ମୃତ୍ୟୁ ଘଟିଛି । ବୁଧବାର ଦିନ ଅପରାହ୍ଣରେ ଏହି ଜାହାଜର କ୍ରେନରେ…

ପାରାଦୀପ ବନ୍ଦରରୁ କୋକେନ ଜବତ ଘଟଣା: ଏମଭି ଦେବୀ ଜାହାଜକୁ ବାନ୍ଧିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମ ଭି ଦେବୀ ଜାହାଜକୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ମଧ୍ୟରେ ଗିରଫ ୱାରେଣ୍ଟ ଜାରି କରିବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ପାରାଦୀପ ବନ୍ଦରରେ ବର୍ଥ ଭଡା ଓ ଅନ୍ୟାନ୍ୟ ଦେୟ…

ପାରାଦୀପ ପୋର୍ଟ ଅଥରିଟିରେ ଚାକିରି ସୁଯୋଗ, MBBS କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ପାରାଦୀପ ପୋର୍ଟ ଅଥରିଟିରେ ଚାକିରି କରିବାର ସୁଯୋଗ । ଖାଲିପଡିଥିବା ପଦବୀ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ହେବ । ନୋଟିଫିକେସନ ଅନୁଯାୟୀ ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୩୦, ୨୦୨୩ ରହିଛି । ପଦବୀ ବିବରଣୀ : ୨ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଜରୁରୀ ତାରିଖ : ଆବେଦନ…

ପାରାଦୀପ ବନ୍ଦରରେ ମାଛଧରା ଉପରେ ଲାଗିଲା କଟକଣା, ଅଣ୍ଡାଦାନ ଓ ବଂଶ ବୃଦ୍ଧି ପାଇଁ ସରକାର ନେଲେ ଏଭଳି ପଦକ୍ଷେପ

ପାରାଦୀପ (କେନ୍ୟୁଜ): ପାରାଦୀପ ବନ୍ଦରରେ ମାଛଧରା ଉପରେ ଲାଗିଲା କଟକଣା । ମାଛଙ୍କ ଅଣ୍ଡାଦାନ ଓ ବଂଶ ବୃଦ୍ଧି ପାଇଁ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ସମୁଦ୍ରରେ ଡଙ୍ଗା ଓ ଟ୍ରଲର ଦ୍ୱାରା ମାଛ ମାରିବାକୁ ନିଷିଦ୍ଧ କରାଯାଇଛି। ପାରାଦୀପ ମାଛଧରା ବନ୍ଦର ହୋଇପଡିଛି ଏବେ ଜନଶୂନ୍ୟ । ଚିନ୍ତାରେ…

ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଆଉ ଜଣେ ଗିରଫ, ତୁଲାଇଥିଲେ ମଧ୍ୟସ୍ଥ ଭୂମିକା

କେନ୍ୟୁଜ୍(ବ୍ୟୁରୋ):ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଆଜି ଆଉ ଜଣେ ଗିରଫ। କେସିଟିର ଦେବପ୍ରିୟ ମହାନ୍ତିଙ୍କୁ ଗିରଫ କଲା ସିବିଆଇ। ଏଫଆଇଆରରେ ଅଭିଯୁକ୍ତ ଭାବେ ତାଙ୍କ ନାଁ ଥିଲା। ସେ ଲାଞ୍ଚ କାରବାରରେ ମଧ୍ୟସ୍ଥ ଭୂମିକା ତୁଲାଇଥିଲେ। ଏହାକୁ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏପଟେ…

ପାରାଦୀପ ବନ୍ଦର ଇତିହାସରେ ପ୍ରଥମ: ସର୍ବାଧିକ ମେଟ୍ରିକ ଟନ୍‌ର ପଣ୍ୟ ନେଇ ଆସିଲା ଜାହାଜ ଲିଲା ଲିସବନ୍‌

ପାରାଦୀପ (କେନ୍ୟୁଜ୍): ପାରାଦୀପ ବନ୍ଦର ଇତିହାସରେ ପ୍ରଥମଥର ପାଇଁ ସର୍ବାଧିକ ମେଟ୍ରିକ ଟନ୍‌ର ପଣ୍ୟ ନେଇ ଆସିଥିବା ଜାହାଜ ଲିଲା ଲିସବନ୍‌ ପାରାଦୀପ ବନ୍ଦରରେ ପହଞ୍ଚିଛି । ପାରାଦୀପ ବନ୍ଦରର CQ-1 ବର୍ଥରେ ଲାଗିଛି ସର୍ବାଧିକ ପଣ୍ୟ ପରିବହନ କ୍ଷମତା ରଖିଥିବା ଜାହାଜ ଏମଭି ଲିଲା ଲିସବନ।…

ପାରାଦୀପ ପୋର୍ଟ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ମାରି ଦିଆଯାଇଥିବା ଅଭିଯୋଗ କଲେ ଉତ୍ତ୍ୟକ୍ତ…

ପାରାଦୀପ (କେନ୍ୟୁଜ): ପାରାଦୀପ ପୋର୍ଟ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଷ୍ଟାଫ ନର୍ସ ନିବେଦିତା ଜେନାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରି ଶତାଧିକ ଲୋକ ହସ୍ପିଟାଲ ଘେରାଉ କରିଛନ୍ତି । ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ଓ…