Below header

ଭୁବନେଶ୍ୱର: ଏୟାର ଇଣ୍ଡିଆ ବିମାନ ଉଡାଣରେ ଅହେତୁକ ବିଳମ୍ବ, କର୍ତ୍ତୃପକ୍ଷ ଯାତ୍ରୀଙ୍କୁ କିଛି ସୂଚନା ଦେଉନଥିବାର ହୋଇଛି ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଉଡାଣରେ ଅହେତୁକ ବିଳମ୍ବ । ଏୟାରଇଣ୍ଡିଆ ବିମାନ AI078 ଆଜି ଦିନ ୯ଟା ୫୦ରେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିିବାର ଥିଲା । ଏଥିରେ ୨୫ରୁ ବିଦେଶୀ ଯାତ୍ରୀଙ୍କ ସମେତ ୧୫୦ରୁ ଅଧିକ ଯାତ୍ରୀ ଯିବା ପାଇଁ ଅପେକ୍ଷା କରିଛନ୍ତି । କିଛି ଯାତ୍ରୀଙ୍କ ପାଇଁ କନେକ୍ଟିଂ ଫ୍ଲାଇଟ ଥିଲା । ହେଲେ ଉଡ଼ାଣରେ ବିଳମ୍ବ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କୁ କୌଣସି ସୂଚନା ଦେଇନଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.