Below header

କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ଗଡ଼ିବ ପାସେଞ୍ଜର ଟ୍ରେନ୍, ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ଗଡ଼ିବ ପାସେଞ୍ଜର ଟ୍ରେନ୍ ।  ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯାତ୍ରୀବାହୀ ସେବାର ଶୁଭାରମ୍ଭ କରିବେ । ପାରାଦୀପ- ହରିଦାସପୁର ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । କେନ୍ଦ୍ରାପଡା ଜିଲ୍ଲାର ୧୮ଟି ଗାଁ ଦେଇ ଏହି ରେଳ ଧାରଣା ଯାଇଛି ।

କେନ୍ଦ୍ରାପଡା(କେନ୍ୟୁଜ) : କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ଗଡ଼ିବ ପାସେଞ୍ଜର ଟ୍ରେନ୍ ।  ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯାତ୍ରୀବାହୀ ସେବାର ଶୁଭାରମ୍ଭ କରିବେ । ପାରାଦୀପ- ହରିଦାସପୁର ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । କେନ୍ଦ୍ରାପଡା ଜିଲ୍ଲାର ୧୮ଟି ଗାଁ ଦେଇ ଏହି ରେଳ ଧାରଣା ଯାଇଛି ।

୨୦୨୦ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଏହି ଧାରଣାରେ ମାଲବାହୀ ରେଳ ଗଡିଥିଲା । ପରେ ଯାତ୍ରାବାହୀ ଟ୍ରେନ ଚଳାଚଳ ପାଇଁ ଜିଲ୍ଲାବାସୀ ଦାବି କରିବା ସହ ରେଳମନ୍ତ୍ରୀ ଜଣାଇଥିଲେ । ଏବେ ଯାତ୍ରୀବାହୀ ଟ୍ରେନ ଗଡ଼ିବା ଖବର ଜଣାପଡ଼ିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.