ଅନୁଗୁଳ ଶରଧାପୁର ପେଟ୍ରୋଲ ପମ୍ପରୁ ଲୁଟ୍

ଅନୁଗୁଳ(କେନ୍ଯୁଜ୍) : ଅନୁଗୁଳ ଥାନା ଶରଧାପୁର ଶ୍ରଦ୍ଧା କିଷାନ ସେବା କେନ୍ଦ୍ରର ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରୁ ଲୁଟ୍ । ୩ ଜଣ ଡକାୟତ ଆସି ତିନି ରାଉଣ୍ଡ ଗୁଳି ମାଡ଼ କରିଥିଲେ । ଏହାସହ ୩୦ ହଜାରରୁ ଅଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ପୋଲିସ ସିସିଟିଭି ଜବତ କରି ତଦନ୍ତ ଚଳାଇଛି ।