ସେଲ୍ଫି ହେଲା କାଳ, ନଗାବଳୀ ନଦୀ ଉପରେ ଥିବା ଝୁଲା ପୋଲରୁ ତଳକୁ ଖସିଲେ ଯୁବକ

ରାୟଗଡା(କେନ୍ଯୁଜ୍) : ସେଲ୍ଫି ହେଲା କାଳ । ରାୟଗଡା ସହର ଉପକଣ୍ଠରେ ନଗାବଳୀ ନଦୀ ଉପରେ ଥିବା ଝୁଲା ପୋଲ ଉପରେ ଜଣେ ଯୁବକ ସେଲ୍ଫି ନେଲାବେଳେ ନଦୀ ତଳକୁ ଖସିପଡିଥିଲେ । ଅଗ୍ନିଶମ କର୍ମଚାରୀ ତାଙ୍କ ମୃତଦେହ ଉଦ୍ଧାର କରିଛି।