ସାମନାକୁ ଆସିଲା ଅଭିଯୁକ୍ତ ଗୋପାଳ ଦାସକୁ ପିସ୍ତଲ ଇସ୍ୟୁର ଦସ୍ତାବିଜ

ଝାରସୁଗୁଡା(କେନ୍ୟୁଜ୍‌) : ସାମନାକୁ ଆସିଲା ଅଭିଯୁକ୍ତ ଗୋପାଳ ଦାସକୁ ପିସ୍ତଲ ଇସ୍ୟୁର ଦସ୍ତାବିଜ । କଳିଙ୍ଗ ଟିଭି ହାତରେ ଲାଗିଛି ଏହି ଏକ୍ସକ୍ଲୁସିଭ୍‌ ଦସ୍ତାବିଜ । ୨୦୧୩ ମସିହାରେ ତାକୁ ପିସ୍ତଲ ଇସ୍ୟୁ କରାଯାଇଥିଲା । ୯ ଏମଏମ୍‌ ପିସ୍ତଲ ଓ ୨୪ ରାଉଣ୍ଡ ଗୁଳି ଦିଆଯାଇଥିଲା ।

୨୦୨୦ରେ ପୁରୁଣା ଗୁଳିକୁ ବଦଳାଇ ଦିଆଯାଇଥିଲା ନୂଆ ଗୁଳି । ୨୦୨୨ ଡିସେମ୍ବରରେ ରେଞ୍ଜ କୋର୍ସ ଫାୟାରିଂରେ ଯୋଗ ଦେଇଥିଲେ । ସେହି ସର୍ଭିସ ପିସ୍ତଲରୁ ମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳି ମାରିଥିଲା ଗୋପାଳକୃଷ୍ଣ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.