Browsing Tag
Naba Das
କାହିଁକି ହତ୍ୟା କଲା ଗୋପାଳ ଦାସ ? କଣ ଥିଲା ମର୍ଡର ମୋଟିଭ୍ ? ଚାର୍ଜସିଟରେ ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ
କେନ୍ୟୁଜ୍(ବ୍ୟୁରୋ): ନବ ଦାସଙ୍କ ହତ୍ୟାକୁ ତିନି ମାସ ବିତିଛି । ଆସନ୍ତା ୨୯ ତାରିଖରେ ୪ ମାସ ପୂରିବ । କାହିଁକି ହତ୍ୟା କଲା ଗୋପାଳ ଦାସ ? କଣ ଥିଲା ମର୍ଡର ମୋଟିଭ୍ ? ଚାର୍ଜସିଟରେ ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ । ଆଜି ପ୍ରିଲିମିନାରୀ ଚାର୍ଜସିଟ୍ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ…
ମାନସିକ ରୋଗରେ ପୀଡ଼ିତ ଥିଲା ଅଭିଯୁକ୍ତ ଗୋପାଳ ଦାସ, ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ୱର(କେନ୍ୟୁଜ) : ମାନସିକ ରୋଗରେ ପୀଡ଼ିତ ଥିଲା ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସ। ବାଇପୋଲାର ଡିସ୍ଅର୍ଡରରେ ପୀଡ଼ିତ ଥିବାରୁ ଏଥିପାଇଁ ଚିକିତ୍ସିତ ମଧ୍ୟ ହୋଇଥିଲା। ପ୍ରଥମେ ୬୦ ଦିନ ଓ ପରେ ୧୧୯ ଦିନ ବାଇପୋଲାର ଡିସଅର୍ଡର ପାଇଁ ଚିକିତ୍ସିତ ହୋଇଥିଲା। ଗୋପାଳ ଦାସର ମାନସିକ…
ଦୀପାଳି ଦାସ ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଏକ ପ୍ରକାର ଫାଇନାଲ, ନବ ଦାସଙ୍କ ବୋହୂ ଦେଇଥିବା…
କେନ୍ୟୁଜ୍(ବ୍ୟୁରୋ): ଦୀପାଳି ଦାସ । ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଏକ ପ୍ରକାର ଫାଇନାଲ। ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ସୁପ୍ରିମୋ ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା କରିପାରନ୍ତି । ଗତକାଲି ଦୀପାଳିଙ୍କୁ ନେଇ ନବ ଦାସଙ୍କ ବୋହୂ ଦେଇଥିବା ମନ୍ତବ୍ୟରୁ ଏହି…
ନବ ଦାସ ହତ୍ୟା ଘଟଣାରେ ପୁଣି ନୂଆ ଥିଓରୀ ଆଣିଲେ ବିରୋଧୀ ଦଳ ନେତା
କେନ୍ୟୁଜ(ବ୍ୟୁରୋ): ତଦନ୍ତବେଳେ ଗୋପାଳଠୁ ଡ଼ାଏରି ମିଳିଥିଲା ବୋଲି ପୋଲିସ କହିଥିଲା। ନବ ହତ୍ୟାକାଣ୍ଡରେ ଡ଼ାଏରି ଥିଓରି ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରିରେ ଲେଖି ନବ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି।…
ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି : କହିଲେ – ଆମେରିକାର FBIର ସହାୟତା ଚାହୁଁଛି…
ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରଖିଛନ୍ତି ବିବୃତି। ମାମଲା ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ…
ବାପାଙ୍କ ହତ୍ୟାକୁ ନେଇ ରାଜନୀତି କରାନଯାଉ: ନବ ଦାସଙ୍କ ଝିଅ ଦୀପାଳି
ଭୁବନେଶ୍ବର (କେନ୍ୟୁଜ): ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ । ଏହା ଏକ ସମ୍ବେଦନଶୀଳ ମାମଲା। କ୍ରାଇମ୍ବ୍ରାଞ୍ଚ ମାମଲାର ତଦନ୍ତ କରୁଛି । ଆଜି ପ୍ରେସ୍ମିଟ୍ କରି ଏହା କହିଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ସେ କହିଛନ୍ତି, ବାପା ଗଲା ପରେ…
ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ, ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହେବ ଦାଖଲ
ଝାରସୁଗୁଡ଼ା(କେନ୍ୟୁଜ୍) : ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ। ନବ ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଦିନେ ଦୁଇଦିନ ମଧ୍ୟରେ ଦାଖଲ କରିବ ଗୁଜରାଟ ଗାନ୍ଧିନଗରର ଡିରେକ୍ଟୋରେଟ୍ ଅଫ୍ ଫରେନ୍ସିକ ସାଇନ୍ସ ସର୍ଭିସେସ-…
ଜେଲ୍ ଗଲା ଗୋପାଳ, JMFC କୋର୍ଟରେ ହାଜର ପରେ ଝାରସୁଗୁଡା ସବ୍ ଜେଲକୁ ଗଲା
ଝାରସୁଗୁଡା(କେନ୍ୟୁଜ୍) : ଆଜି ଜେଲ ଗଲା ଗୋପାଳ । ଝାରସୁଗୁଡା JMFC କୋର୍ଟରେ ହାଜର କରାଯିବା ପରେ ତାକୁ ଝାରସୁଗୁଡା ଉପକାରାଗାର (ସବଜେଲ୍) କୁ ନେଇଛି କ୍ରାଇମବ୍ରାଞ୍ଜ ।ଗତକାଲି ବିଳମ୍ବିତ ରାତିରେ ଗୋପାଳକୁ ରାୟପୁରରୁ ଝାରସୁଗୁଡା ଅଣାଯାଇଥିଲା।ଗତକାଲି ରାତିରୁ ଅଣାଯାଇ ବିମାନ ବନ୍ଦର…
ନାର୍କୋ ଟେଷ୍ଟରେ ଗୋପାଳ କହିଲା ନବଙ୍କ ହତ୍ୟା ପଛର ସତ, କାଲି କୋର୍ଟରେ ହେବ ହାଜର
ଝାରସୁଗୁଡ଼ା(କେନ୍ୟୁଜ) : ଗାନ୍ଧୀନଗରରେ ଫିଟିଲା ନବ ଦାସଙ୍କୁ ହତ୍ୟା ପଛର ଗୁମର । ନାର୍କୋ ଟେଷ୍ଟରେ ଗୋଟି ଗୋଟି କରି ସତ କହିଛି ଅତ୍ୟା ଅଭିଯୁକ୍ତ ଗୋପାଳ ଦାସ । ୨୯ ତାରିଖରୁ କ୍ରାଇମବ୍ରାଞ୍ଚ ଆଗରେ ଗପ କହୁଥିବା ବେଳେ ଗୁଜରାଟରେ ସବୁ ସତ କହିଛି ଗୋପାଳ । ୮ ତାରିଖରେ ଗୋପାଳକୁ ନେଇ ଗୁଜରାଟ…
ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଧୈର୍ଯ୍ୟ ଧରିବାକୁ ଦେଲେ ଆଶ୍ୱାସନା
ଝରସୁଗୁଡା (କେନ୍ୟୁଜ): ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ। ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଦୁଃଖ ସମୟରେ ଧୈର୍ଯ୍ୟ ଧରିବାକୁ କହିଛନ୍ତି ଧର୍ମେନ୍ଦ୍ର ।…