ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ ହେଲେ ୫ଲକ୍ଷ ହିତାଧିକାରୀ

ଭୁବନେଶ୍ବର(କେନ୍ୟୁଜ୍) : ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ ହୋଇଛନ୍ତି ଆଉ ୫ଲକ୍ଷ ହିତାଧିକାରୀ । ଏମାନେ ମାସିକ ୩ଶହ ଓ ୫ଶହ ଟଙ୍କା ଲେଖାଏ ପେନ୍‌ସନ ପାଇବେ । ପିଠା ଯୋଜନାର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.