Below header

ରାଜ୍ଯରେ ପଲିଥିନ୍ ବ୍ୟାନ୍ ନେଇ ଆସିବ ଗାଇଡଲାଇନ୍

ଭୁବନେଶ୍ବର : ପଲିଥିନ୍ ବ୍ୟାନ୍ ନେଇ ଆସିବ ଗାଇଡଲାଇନ୍ । ଏ ନେଇ ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏ ନେଇ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବ । ନିୟମ ନମାନିଲେ ଜରିମାନା ବ୍ୟବସ୍ଥା ହେବ । ପ୍ରଥମ ପର୍ୟ୍ୟାୟରେ ୫ଟି ମହାନଗର ଓ ପୁରୀ ପୌରପାଳିକାରେ ହେବ ଲାଗୁ । ଏ ନେଇ ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.