ଜୈବିକ ପଦ୍ଧତିରେ ହେବ ପୂଜା ପେଣ୍ଡାଲ୍, ଆଦୌ ବ୍ୟବହାର ହେବନି ପ୍ଲାଷ୍ଟିକ: ବିଏମସିର କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଏଥିପାଇଁ ରାଜ୍ୟର ବିଭିନ୍ନ ପୀଠରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଥିବାବେଳେ, ମଣ୍ଡପ ଗୁଡିକରେ ପୂଜା ପାଇଁ ଜୋରଦାର ଚାଲିଛି ସାଜସଜ୍ଜା । କମିଟି ଅଧ୍ୟକ୍ଷ ମାନେ ନିଜ ମଣ୍ଡପକୁ ଆକର୍ଷଣୀୟ ଓ ମନୋରମ କରିବାକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇ…