ବ୍ରହ୍ମପୁର: ଲକଡାଉନ ସମୟରେ ମଦ ପିଇ ରାସ୍ତାରେ ବୁଲୁଥିଲେ ଯୁବକ,ନଅ ଜଣଙ୍କୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ

ବ୍ରହ୍ମପୁର(କେନ୍ୟୁଜ): ଲକ୍ ଡାଉନ୍ ରେ ମଦ ପିଇ ରାସ୍ତାରେ ବୁଲୁଥିବା ବେଳେ ନଅ ଜଣଙ୍କୁ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ। ରାତିରେ ଗିରଫ ହୋଇଥିବା ଲୋକ ମାନେ ବୁଲୁଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ, ପୋଲିସ ତାଙ୍କୁ ଥାନା କୁ ଉଠାଇ ଆଣିଥୀଲେ । ଗଂଜାମ ଜିଲ୍ଲା ରେ ପ୍ରତିଦିନ ମଧ୍ୟାହ୍ନ ୧୨ ଟାରୁ ତା’ ପରଦିନ ସକାଳୁ ସାତଟା ପର୍ଯ୍ୟନ୍ତ  ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହି ପରି ସ୍ଥଳେ ଲୋକଙ୍କ ବାହାରେ ବୁଲିବା ମନା କରାଯାଇଛି ।

digapajandiସେହି ପରି ରାଧାନଗର ଗାଁ ମଧ୍ୟ ରେ ରାସନ ସାମଗ୍ରୀ ଦୋକାନ ରେ ବିଦେଶୀ ମଦ ବିକ୍ରି କରୁଥିବା ବେଳେ ପୋଲିସ ଜଣଙ୍କୁ ଗିରଫ କରିଛି । ମଦ ମଧ୍ୟ ଜବତ କରାଯାଇଛି ।କରୋନା ପାଇଁ ଲକ୍ ଡାଉନ୍ ସମୟରେ ମଦ ଧରପଗଡ ଜୋର କରାଯାଇଛି ବୋଲି ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.