Below header

ବାହା ହେବାକୁ ଯାଉଥିବା ବରକୁ ଅଧାରାସ୍ତାରୁ ଉଠାଇ ନେଲା ପୋଲିସ୍, ୨ ବର୍ଷ ହେବ ଚକ୍‌ମା ଦେଇ ବୁଲୁଥିଲା ଏହି ବ୍ୟକ୍ତି

ଆଗଠଡ଼: ବାହା ହେବାକୁ ଯାଉଥିବା ବରକୁ ଅଧାରାସ୍ତାରୁ ଉଠାଇ ନେଲା ପୋଲିସ । ଆଗଠଡ଼ ଥାନା ସାପୁଆ ବ୍ରିଜ୍‌ ନିକଟରୁ ଏକ ବୋଲେରୋରେ ସାଧା ପୋଷାକରେ ଆସି ବରକୁ ଉଠାଇ ନେଇଛି ପୋଲିସ । ବର ପ୍ରକାଶ ୨୦୧୮ ମସିହାରେ କଦଳୀବାଡି ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା । ୨ ବର୍ଷ ହେବ ସେ ପୋଲିସକୁ ଚକ୍‌ମା ଦେଇ ବାହାରେ ବୁଲୁଥିଲା । ବିବାହ କରିବାକୁ ଯାଉଥିବା ଖବର ପାଇ ପୋଲିସ ସାଧା ପୋଷାକରେ ଆସି ତାକୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.