ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୧୦ ମାଓବାଦୀ

ଛତିଶଗଡ଼ : ପୋଲିସ ଏନକାଉଣ୍ଟରରେ ୧୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଛତିଶଗଡ଼ ସୀମାନ୍ତ ବିଜାପୁର ଟିଡ଼ୋକି ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓବାଦୀଙ୍କ ପ୍ରାଣ ଯାଇଛି। ଏବେବି ସୁରକ୍ଷାକର୍ମୀ-ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଛି। ମୃତ ମାଓବାଦୀଙ୍କଠାରୁ ୧୧ଟି ବନ୍ଧୁକ ଜବତ କରାଯାଇଛି। ଜଙ୍ଗଲରୁ ମୃତଦେହ ଆଣୁଛନ୍ତି ସୁରକ୍ଷାକର୍ମୀ।

You might also like