ମାଷ୍ଟର କ୍ୟାଣ୍ଟିନରେ ଦେହଜୀବୀଙ୍କ ଉତ୍ପାତ, ପଥର ମାଡ କରି ଭାଙ୍ଗିଲେ ପିସିଆର ଭ୍ୟାନ୍

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନରେ ଦେହଜୀବୀଙ୍କ ଉତ୍ପାତ । ଭାଙ୍ଗିଲେ ପିସିଆର ଭ୍ୟାନ । ଗତକାଲି ରାତି ୧୧ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ବସ ଟର୍ମିନାଲ ସମ୍ମୁଖରେ ଏକ ପୋଲିସ ପିସିଆର ଭ୍ୟାନ୍‌ ଭଙ୍ଗାରୁଜା କରିଥିବା ଜଣାପଡିଛି ।

sex workerରାଜମହଲ ଛକରେ କେତେକ ଦେହଜୀବୀ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ କରୁଥିଲେ । ଖବର ପାଇ ପୋଲିସ ସେଠାରେ ପହଁଚିଥିଲା । ସେମାନଙ୍କୁ ଘଉଡାଇଥିଲା ପିସିଆର ଭ୍ୟାନ୍‌ । ଏହାପରେ ମାଷ୍ଟରକ୍ୟାଣ୍ଟିନ ମୋ ବସ ଟର୍ମିନାଲ ସମ୍ମୁଖରେ ଗଣ୍ଡଗୋଳ କରିଥିଲେ । ସେଠାରେ ପିସିଆର ଭ୍ୟାନ ପହଁଚିଥିଲା । ଏହି ସମୟରେ ପିସିଆର ଭ୍ୟାନକୁ ପଥର ମାଡ କରିଥିଲେ । ପୋଲିସ କର୍ମଚାରୀ ରକ୍ଷା ପାଇଯାଇଥିଲେ ମଧ୍ୟ ଗାଡି କାଚ ଭାଙ୍ଗି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.