କୋଭିଡ ଗାଇଡଲାଇନ ନେଇ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଗଣଶିକ୍ଷା ବିଭାଗର ଚିଠି, ଶିକ୍ଷାନୁଷ୍ଠାନରେ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: କୋଭିଡ ଗାଇଡଲାଇନ କଡାକଡି ପାଳନ ନେଇ ଗଣଶିକ୍ଷା ବିଭାଗର ପଦକ୍ଷେପ । ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଗଣଶିକ୍ଷା ବିଭାଗର ଚିଠି । ଶିକ୍ଷାନୁଷ୍ଠାନରେ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ।

letterମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ । ଥର୍ମାଲ ସ୍କ୍ରିନିଂ ସହ ହାତ ଧୋଇବା ଓ ସାନିଟାଇଜ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.