ଦିଲ୍ଲୀ ଏମ୍‌ସରୁ ଡିସଚାର୍ଜ ହେଲେ ପ୍ରଭାତ ବିଶ୍ୱାଳ

ଦିଲ୍ଲୀ : ଏମ୍‌ସରୁ ଡିସ୍‌ଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ । ମେରୁଦଣ୍ଡ ଆଘାତଜନିତ ଚିକିତ୍ସା ପାଇଁ ସେ ଏମ୍‌ସରେ ଭର୍ତ୍ତି ହୋଇଥିଲେ । ଦୀର୍ଘଦିନ ହେବ ସେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍‌ସ ପଠାଯାଇଥିଲା । ଆଜି ସେ ଡିସ୍‌ଚାର୍ଜ ହୋଇଛନ୍ତି । ସିସୋର ଚିଟ୍‌ଫଣ୍ଡ ଲିଙ୍କ୍‌ରେ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ । ଏବେ ସେ ଜାମିନରେ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.