Below header

ଆଇନଗତ ଭାବେ ମୋ ପାଖକୁ ଅର୍ଥ ଆସିିିଛି, ମୁଁ କାହିଁକି ଉତ୍ତର ଦେବି : ପ୍ରଦୀପ ପାଣିଗ୍ରାହୀ

କେନ୍ୟୁଜ୍(ବ୍ୟୁରୋ):  ବ୍ୟାଙ୍କରେ ଟଙ୍କା ଡିପୋଜିଟ୍‌ ପ୍ରସଙ୍ଗରେ ସବିଶେଷ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ । କହିଛନ୍ତି ମୋତେ କିଏ ଟଙ୍କା ଦେବ କାହାକୁ ପଚାରିବାର ଅଧିକାର ନାହିଁ। ଯଦି ଟଙ୍କା ବେଆଇନ ଭାବେ ଆସିଥାନ୍ତା ତେବେ ପ୍ରଶ୍ନ ଉଠିଥାନ୍ତା। କିନ୍ତୁ ଆଇନଗତ ଭାବେ ଅର୍ଥ ଆସିିିଛି, ମୁଁ କାହିଁକି ଉତ୍ତର ଦେବି । ‘ଟଙ୍କା ଡିପୋଜିଟ କରିଥିବା ରବୀନ୍ଦ୍ର ସାହୁ ତାଙ୍କ ବଡ଼ ଭଉଣୀଙ୍କ ପୁଅ ଓ ସୂର୍ଯ୍ୟ ସାହ ତାଙ୍କ ଗାଁ ପିଲା । ଏବେବି ଆକାଶ ପାଠକ ଟାଟା ମୋଟର୍ସ ଏମ୍‌ଡି ନୁହଁନ୍ତି ବୋଲି ମାନୁ ନାହାନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି ଆକାଶ ତାଙ୍କର ଭାବୀ ଜ୍ୱାଇଁ। ଶ୍ୱଶୂର-ଜ୍ୱାଇଁ ଭିତରେ କଣ ସମ୍ପର୍କ କାହିଁକି କହିବି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.