Below header

ଜାନୁଆରୀ ୨ ତାରିଖରେ ରାଜ୍ୟରେ କରୋନା ଟିକାକରଣ ନେଇ ହେବ ଡ୍ରାଏ ରନ୍‌, ସୂଚନା ଦେଲେ ଏସସିଏସ ପ୍ରଦୀପ୍ତ ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ କୋଭିଡ୍‌ ଟିକାର ଡ୍ରାଏ ରନ୍‌ ହେବ । ଜାନୁଆରୀ ୨ ତାରିଖ, ଶନିବାର ଦିନ ରାଜ୍ୟରେ କରୋନା ଟିକାକରଣ ନେଇ ଡ୍ରାଏ ରନ୍‌ କରାଯିବ । ଭୁବନେଶ୍ୱର ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଡ୍ରାଏ ରନ୍‌ ହେବ । ଏନେଇ  ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । କରୋନା ଟିକା ପାଇଁ ଆବଶ୍ୟକ କୋଲ୍‌ଡ ଚେନ୍‌, ଟିକାକୁ ସୁରକ୍ଷିତ ରଖିବା ଏବଂ ଟିକା ନେବା ପାଇଁ ବ୍ୟବସ୍ଥାର ସମୀକ୍ଷା ସରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.