ପ୍ରତାପ,ପ୍ରଣବ ଓ ସଞ୍ଜୟଙ୍କୁ ମିଳିଲା ବିଜେଡିର ଏହି ନୂଆ ଦାୟିତ୍ୱ

ଭୁବନେଶ୍ବର: ପ୍ରତାପ,ପ୍ରଣବ ଓ ସଞ୍ଜୟଙ୍କୁ ଗୁରୁ ଦାୟିତ୍ୱ । ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ । ପ୍ରଣବ ହେଲେ BJDର ସାଂଗଠନିକ ସାଧାରଣ ସମ୍ପାଦକ । ସେହିପରି ସଞ୍ଜୟ ଦାସବର୍ମା ହେଲେ BJD ମୁଖ୍ୟାଳୟ ସାଧାରଣ ସମ୍ପାଦକ ଏବଂ ପ୍ରତାପ ଦେବ ହେଲେ ଦଳର ରିଟର୍ଣ୍ଣିଂ ଅଫିସର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.