Below header

କାଲିଠୁ ଆରମ୍ଭ ହେବ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ

କାଲିଠୁ ଆରମ୍ଭ ହେବ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଏଥିପାଇଁ ସମସ୍ତ ପ୍ରସ୍ତୁତ ରହିଛି । ବିଶ୍ୱାସ ରହିଛି, ମହାପ୍ରଭୁଙ୍କ ଅଣସର ସମୟରେ ଅଲରାନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ସମ ପୂଣ୍ୟ ମିଳେ ।

କାଲିଠୁ ଆରମ୍ଭ ହେବ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଏଥିପାଇଁ ସମସ୍ତ ପ୍ରସ୍ତୁତ ରହିଛି । ବିଶ୍ୱାସ ରହିଛି, ମହାପ୍ରଭୁଙ୍କ ଅଣସର ସମୟରେ ଅଲରାନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ସମ ପୂଣ୍ୟ ମିଳେ ।

ଶିଳା ବ୍ରହ୍ମ ସ୍ୱରୂପ ପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଲାରନାଥ ଦର୍ଶନର ମହାନତା ରହିଛି । ଏହି ୧୪ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ନଜର କରି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.