ଜୟପୁର ସମାବେଶରେ ପ୍ରଧାନମନ୍ତ୍ରୀ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଜଣାଇଲେ ଅଭିନନ୍ଦନ

ଜୟପୁର (କେନ୍ୟୁଜ୍) : ସମାବେଶରେ ଯୋଗଦେଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ । ପ୍ରଧାନମନ୍ତ୍ରୀ କମଳା ପୂଜାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । କମଳା ପୂଜାରୀଙ୍କ କାମକୁ ନେଇ ପୂରା ବିଶ୍ୱରେ ପ୍ରଶଂସା କରାଯାଉଛି ବୋଲି କହିଥିଲେ ମୋଦି ।