Below header

ମଦ ନିଶାରେ ଜନ୍ମକଲା ପୁଅ ଓ ଝିଅର ତଣ୍ଟି କାଟିଦେଲା ମା’, ପରେ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିରି (କେନ୍ୟୁଜ୍) : ମଦ ନିଶାରେ ସଇତାନ ସାଜିଲା ମା। ନିଜ ଜନ୍ମକଲା ପୁଅ ଓ ଝିଅର ତଣ୍ଟି କାଟିବା ପରେ ନିଜର ବି ତଣ୍ଟି କାଟିଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିର ସିନ୍ଧିଗୁଡ଼ା ଗାଁରେ । ସମସ୍ତଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ହତଚକିତ ହୋଇଯାଇଥିଲେ ଗ୍ରାମବାସୀ।

medicalରକ୍ତ ଜୁଡୁବୁଡୁ ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମା’ ଓ ଝିଅର ଅବସ୍ଥା ସ୍ଥିର ରହିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ପୁଅର ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.