ପୁରୀ ଜେଲରେ ଜଘନ୍ୟକାଣ୍ଡ: ଦୁର୍ଦ୍ଦାନ୍ତ ଅପରାଧୀ ପପୁର ତଣ୍ଟିକାଟି ହତ୍ୟା ଉଦ୍ୟମ

ପୁରୀ(କେନ୍ୟୁଜ୍): ଜେଲରେ ଜଘନ୍ୟକାଣ୍ଡ। କଏଦୀର ତଣ୍ଟିକାଟି ହତ୍ୟା ଉଦ୍ୟମ। ପୁରୀ ଜେଲରେ ଅଭାବନୀୟ କାଣ୍ଡ। ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଜେଲ ଭିତରେ କିଏ, କାହିଁକା ତାର ତଣ୍ଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଛି ତାହା ସ୍ପଷ୍ଟ ହୋଇନାହିଁ।

ଗୁରୁତର ଅବସ୍ଥାରେ ତାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ୨୩ ତାରିଖରେ ଦାଦାବଟି ଆଦାୟ ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସ ପପୁକୁ ଗିରଫ କରିିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.