Below header

VOTE FOR A BETTER INDIA : ନିର୍ବାଚନ ପାଇଁ ପୁରୀ ବେଳାଭୂମିରେ ବାଲୁକା କଳା

ନିର୍ବାଚନ ସଂପର୍କରେ ସଚେତନତା ପାଇଁ ପୁରୀ ବଳିଆପଣ୍ଡା ବେଳାଭୂମିରେ ବାଲୁକା କଳା । ଭୋଟକୁ ସଦୁପଯୋଗ କରିବାକୁ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ । ବାଲୁକା କଳା ମାଧ୍ୟମରେ VOTE FOR A BETTER INDIA ବାର୍ତ୍ତା ଦେଇଛନ୍ତି ମାନସ । ୨୦ ଫୁଟ୍ ଓସାରର ଏହି ବାଲୁକା କଳା ନିର୍ମାଣ କରିବାକୁ ୨୦ ଟନ୍ ବାଲି ବ୍ୟବହାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.