ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, ୧୫୦ ଲିଟରରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ। ଜଳେଶ୍ୱର ଥାନା ଅନ୍ତର୍ଗତ ଛମୌଜ, ଶାଳିକୋଠା, ଆରୁହା, ସେକବାଡ଼ ଆଦି ବିଭିନ୍ନ ଅଞ୍ଚଳରେ ଅତର୍କିତ ଭାବେ ଛଢାଉ କରାଯାଇ ୧୫୦ ଲିଟରରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି। ମଦ ବେପାର କରୁଥିବା ଦୁଇ ମହିଳା ସମେତ ୫ଜଣଙ୍କୁ ଗିରଫ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.