Below header

କୁଚିଣ୍ଡା ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ, ୪୪ଟି ଦୋକାନରୁ ୮ହଜାର ୪ଶହ ଟଙ୍କା ଜରିମାନ ଆଦାୟ

କୁଚିଣ୍ଡା : ଖାଦ୍ୟ ଓ ମାଦକ ଦ୍ରବ୍ୟ ଦୋକାନ ଉପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ । କୁଚିଣ୍ଡା ଥାନା ଅଞ୍ଚଳରେ ଥିବା ବିଭିନ୍ନ ଦୋକାନରେ ଚଢାଉ କରାଯାଇଛି । ଚଢଉ ବେଳେ ୪୪ଟି ଦୋକାନରୁ ୮ହଜାର ୪ଶହ ଟଙ୍କା ଜରିମାନ ଆଦାୟ କରାଯାଇଛି ।

୭ଟି ହୋଟେଲରେ ଚଢାଉ କରାଯାଇ ୨ ହଜାର ୮ଶହ ଟଙ୍କା ଆଦାୟ ହୋଇଛି । ଏହାସହ ରଙ୍ଗଯୁକ୍ତ ଖାଦ୍ୟ, ୧୦ ବୋତଲ ସସ୍‌ ନଷ୍ଟ କରାଯାଇଛି । ଚଢାଉରେ ଏନଟିପିସି ପରାମର୍ଶ ଦାତା, ଡ୍ରଗ୍ସ ଇନସପେକ୍ଟର, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୋଲିସ୍‌ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.