ମାନୁନାହାନ୍ତି କଟକଣା, ଟ୍ରେନ ମଧ୍ୟରେ କାମ ପାଇଁ କର୍ମଚାରୀ ମାଗୁଛନ୍ତି ଯାତ୍ରୀଙ୍କୁ ଟିପ୍ସ

ଭାରତୀୟ ରେଳରେ ନିୟମ ରହିଛି ରେଲ କର୍ମଚାରୀ ଯାତ୍ରୀଙ୍କ ନିକଟରୁ କୌଣସି ଟିପ୍ସ ବା ବକ୍ସିସ୍ ନେଇପାରିବେ ନାହିଁ। କିନ୍ତୁ ବାସ୍ତବରେ ହେଉଛି କିଛି ଅଲଗା।

railways 2

ନିକଟରେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ। ଟ୍ରେନ ମଧ୍ୟରେ କାମ କରୁଥିବା କର୍ମଚାରୀ ସମସ୍ତ ଯାତ୍ରୀଙ୍କ ପାଖରେ ଟିପ୍ସ ଦାବି କରୁଛନ୍ତି।

railway 4

ତାହାବି କମସେ କମ ୨୦ଟଙ୍କା। ଏହାକୁ ପ୍ରତିବାଦ କରିବାରୁ ସେମାନେ ଯାତ୍ରୀଙ୍କ ଆବଶ୍ୟକୀୟ ସୁବିଧାରେ ବାଧା କରୁଛନ୍ତି। ଏହାର ଏକ ଭିଡ଼ିଓ ନିକଟରେ ଆମପାଖକୁ ଜଣେ ଯାତ୍ରୀ ପଠାଇଥିବା ବେଳେ କର୍ମଚାରୀଙ୍କ ଏପରି ଦାବି କେତେଦୂର ଯଥାର୍ଥ ପ୍ରଶ୍ନ କରିଛନ୍ତି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.