Below header

ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇଲେ । କହିଲେ ଦେଶ ମହାପୁରୁଷଙ୍କ ପାଖରେ ସର୍ବଦା ଋଣି । ୭0 ବର୍ଷ ପୂର୍ବେ ଦେଶବାସୀଙ୍କ ସ୍ବପ୍ନ ସାକାର ହୋଇଥିଲା, ଦେଶର ବିକାଶ ପାଇଁ ସମସ୍ତେ ଉଦ୍ୟମ ଜାରିରଖିବା ଦରକାର ଏବଂ ଦେଶ ନିର୍ମାଣରେ ସମସ୍ତଙ୍କ ସହଯୋଗ କାମନା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.