ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା ଅଭିଯୋଗ , ଅଭିଯୁକ୍ତକୁ ଧରି ନିସ୍ତୁକ ପିଟିଲେ ଉତ୍ତ୍ୟକ୍ତ ଲୋକେ

ଜଟଣୀ(କେନ୍ୟୁଜ୍) : ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା ଅଭିଯୋଗ। ଖୋର୍ଦ୍ଧା ଜଟଣୀ ଥାନା ଅଞ୍ଚଳରେ ଏହି ଅମାନୁଷିକ ଘଟଣା ଘଟିଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତ ଆନନ୍ଦ ପ୍ରଧାନକୁ ଧରି ନିସ୍ତୁକ ମାଡ ମାରିଥିଲେ।
ନାବାଳିକାର ବାପାଙ୍କୁ ପୋଲିସର ମାଡ ଅଭିଯୋଗରେ ଉତ୍ୟକ୍ତ ଲୋକେ ଜଟଣୀ ଥାନା ଘେରାଉ କରିବା ସହ ରାସ୍ତାରୋକ କରି ପୋଡାଜଳା କରିଥିବା ଜଣାପଡିଛି।