ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ପୁନଃଗଠନ, ମମତା କୁଣ୍ଡୁଙ୍କୁ AIPC ଓଡ଼ିଶା ସଭାପତି ଦାୟିତ୍ୱ

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାରେ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ପୁନଃ ଗଠନ ହୋଇଛି । ଏହାର ଦାୟିତ୍ୱ ନେଇଛନ୍ତି AIPC ଓଡ଼ିଶାର ସଭାପତି ମମତା କୁଣ୍ଡୁ । ଆଗାମୀ ଦିନରେ ରାଜ୍ୟରେ ସଂସଦୀୟ କ୍ଷେତ୍ରରେ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ କାର୍ଯ୍ୟ କରିବ ।

ବିଭିନ୍ନ ପଦପଦବୀ ପାଇଁ ନିଯୁକ୍ତି ଦିଆଯିବ । ଯେଉଁଥିରେ ୩୩ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ । ଆଗାମୀ ଦିନରେ କଂଗ୍ରେସ ପ୍ରେମୀ ଓ ସଦସ୍ୟଙ୍କ ସହ ଆଲୋଚନା କରାଯିବ । କରୋନା ଶେଷେ ହେଲେ ଆମେ ଅନ୍ୟ ପଦ ପଦବୀ ପାଇଁ ନିଯୁକ୍ତି ଦେବୁ ବୋଲି କହିଛନ୍ତି ମମତା କୁଣ୍ଡୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.