ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ଗଜପତି ପୋଲିସ

ଗଜପତି : ଫନି ବାତ୍ୟା ବିପନ୍ନଙ୍କ ପାଇଁ ଗଜପତି ପୋଲିସ ଆରମ୍ଭ କରିଥିବା ସହାୟତା ସଂଗ୍ରହ କାର୍ଯ୍ୟକ୍ରମ ଶେଷ
ହୋଇଛି । ଏହି ଅବସରରେ ଗଜପତି ଏସପି ସାରା ଶର୍ମା ପାରଳାଖେମୁଣ୍ଡି ଥାନା ପରିସରରେ ଉପସ୍ଥିତ ରହି ରିଲିଫ ସାମଗ୍ରୀ
ଥିବା ଦୁଇଟି ଗାଡିକୁ ସବୁଜ ପତକା ଦେଖାଇ ଓଡିଶା ପୋଲିସ ହେଡ ଅଫିସକୁ ପଠାଇଥିଲେ । ଜିଲ୍ଲାର ସମସ୍ତ ଥାନା ଓ ଦୁଇଟି
ଉପଖଣ୍ଡୀୟ ପୋଲିସ ଅଧିକାରୀ କାର୍ଯ୍ୟାଳୟରେ ସହାୟତା ଗ୍ରହଣ କେନ୍ଦ୍ର କରାଯାଇଥିଲା । ଯେଉଁ ଠାରୁ ସମୁଦାୟ
୧୩ ଲକ୍ଷ ୫୮ହଜାର ୮୭୬ଟଙ୍କା ସଂଗ୍ରହ ହୋଇଥିବା ଏସପି ସାରା ଶର୍ମା ସୂଚନା ଦେଇଛନ୍ତି ।

GAJAPATI RELIEF-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.