Below header

ପଦ୍ମ ଧରିଲେ ରିଷଭ୍ ନନ୍ଦ, ବିଜେପିରେ ମିଶିଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ

ଭୁବନେଶ୍ବର : ବିଜେପି ଶିବିରରେ ବିଜେଡି ସାଂସଦଙ୍କ ପୁଅ । ପଦ୍ମ ଧରିଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ୍ ନନ୍ଦ ।  ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ,ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି.ସିଂଦେଓ, ଅପରାଜିତା ଷଡଙ୍ଗୀ ଓ ସମୀର ମାହନ୍ତି ଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ରିଷଭ ।ବିଜେଡିରେ ଟିକେଟ ନମିଳିଥିବାରୁ ରିଷଭ ବିଜେପିରେ ମିଶିଥିବାର ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.