କେନାଲ ବ୍ରିଜ ଉପରେ ଅଜଣା ବ୍ୟକ୍ତିଙ୍କ ଉପରେ ଚଢିଗଲା ଆଇରନ ବୋଝେଇ ଟ୍ରକ

ମହାକାଳପଡା ଜାତୀୟ ରାଜପଥ ମାର୍ଶାଘାଇ ଥାନା ଅନ୍ତର୍ଗତ କେନାଲ ବ୍ରିଜ ଉପରେ ଘଟିଛି ଏପରି ଅଘଟଣ।

(କେନ୍ୟୁଜ): ମହାକାଳପଡା ଜାତୀୟ ରାଜପଥ ମାର୍ଶାଘାଇ ଥାନା ଅନ୍ତର୍ଗତ କେନାଲ ବ୍ରିଜ ଉପରେ ଅଜଣା ବ୍ୟକ୍ତିଙ୍କ ଉପରେ ଚଢିଗଲା ଆଇରନ ବୋଝେଇ ଟ୍ରକ । ଖଣ୍ଡ ବିଖଣ୍ଡିତ ମୃତଦେହର ପରିଚୟ ମିଳିପାରିନଥିବା ବେଳେ ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସର ତଦନ୍ତ ଜାରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.