Below header

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଉଦ୍ୟମ ଫେଲ୍: CCTV, ହାର୍ଡ ଡିସ୍କ ଓ ସିକ୍ୟୁରିଟୀ ବନ୍ଧୁକ ଆଦି ନେଇ ଛୁ ମାରିଲେ ଦୁବୃର୍ତ୍ତ

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଉଦ୍ୟମ । ଗ୍ୟାସ୍ କଟର ସାହାଯ୍ୟରେ ଲକର କାଟି ବିଫଳ ହେଲେ ଦୁବୃର୍ତ୍ତ । CCTV, ହାର୍ଡ ଡିସ୍କ ଓ ସିକ୍ୟୁରିଟୀ ବନ୍ଧୁକ ଆଦି ନେଇ ପଳାଇଲେ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ଅଭିଯୋଗ ହୋଇଛି ।

କଣ୍ଟାବାଞ୍ଝି(କେନ୍ୟୁଜ): ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଉଦ୍ୟମ । ଗ୍ୟାସ୍ କଟର ସାହାଯ୍ୟରେ ଲକର କାଟି ବିଫଳ ହେଲେ ଦୁବୃର୍ତ୍ତ । CCTV, ହାର୍ଡ ଡିସ୍କ ଓ ସିକ୍ୟୁରିଟୀ ବନ୍ଧୁକ ଆଦି ନେଇ ପଳାଇଲେ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଝରକା ଗ୍ରିଲ୍ କାଟି ବ୍ୟାଙ୍କରେ ପଶିଥିଲେ ଚୋର । ଗ୍ୟାସ୍ କଟରରେ ବ୍ୟାଙ୍କ ଲକର୍ କାଟି ବିଫଳ ହେବାରୁ CCTV, ହାର୍ଡ ଡିସ୍କ ଓ ସିକ୍ୟୁରିଟୀ ବନ୍ଧୁକ ଆଦି ନେଇ ପଳାଇଛନ୍ତି । ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.