Below header

ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ପୁଲିସ ଡିଜି ଆର. ପି. ଶର୍ମା

ଭୁବନେଶ୍ୱର: ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ପୁଲିସ ଡିଜି ଆର. ପି. ଶର୍ମା । କିଛି ଦିନ ପୂର୍ବରୁ ଚୟନ କମିଟି ଡାକ୍ତର ଶର୍ମାଙ୍କ ନାଁ ଏହି ପଦବୀ ପାଇଁ ରାଜ୍ୟପାଳଙ୍କ ନିକଟକୁ ସୁପାରିସ କରିଥିଲେ। ଏହାପରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ନାମକୁ ଅନୁମୋଦନ କରିଛନ୍ତି । ଅନ୍ଯପଟେ ଏହି ନିଯୁକ୍ତି ପରେ କିଏ ହେବ ରାଜ୍ୟ ପୁଲିସ ବିଭାଗର ନୂଆ ମୁଖିଆ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ପାଇଁ ଡିଜିପି ଇନଚାର୍ଜ ହୋଇପାରନ୍ତି ସୁନିଲ ରୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.