Below header

ଓଡ଼ିଆ ପୁଅ ସଚିନଙ୍କ ଆଉ ଏକ କୀର୍ତ୍ତିମାନ, ପୁଣି ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ) : ଓଡ଼ିଆ ପୁଅ ସଚିନ ବେହେରାଙ୍କ ଆଉ ଏକ କୀର୍ତ୍ତିମାନ । ତାଙ୍କ ନାଁରେ ପୁଣି ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡ । ୫ କେଜି ଆଙ୍କଲ ୱେଟ୍ ବାନ୍ଧି ନିଷ୍ଟ୍ରାଇକ କରି ସଫଳ ହୋଇଛନ୍ତି ।

ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ୩ ମିନିଟରେ ୧୭୮ ରେକର୍ଡକୁ ସଚିନ ବେହରା ୩ ମିନିଟରେ ୨୦୪ ନିଷ୍ଟ୍ରାଇକ୍ କରି ସଫଳତା ହାସଲ କରିଛନ୍ତି । ନୂଆପଡାର ବାସିନ୍ଦା ସଚିନ ବେହେରାଙ୍କ ଏହି ସଫଳତା ପାଇଁ ପୁରା ରାଜ୍ୟ ଗର୍ବିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.