Below header

ରେଳ ମଣ୍ଡଳକୁ ଉନ୍ନୟନମୂଳକ କାର୍ଯ୍ୟ ସମ୍ମାନିତ କରିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋଏଲ

ସମ୍ବଲପୁର (କେନ୍ୟୁଜ୍) : ରେଳ ମଣ୍ଡଳକୁ ଉନ୍ନୟନମୂଳକ କାର୍ଯ୍ୟ ସମ୍ମାନିତ କରିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋଏଲ । ନୂଆଦିଲ୍ଲୀରେ ଅନୁଷ୍ଠିତ ସମୀକ୍ଷା ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ରେଳ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ଏନେଇ ଡିଆରଏମ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସମ୍ବଲପୁର ରେଳ ମଣ୍ଡଳର ସାମଗ୍ରିକ ବିକାଶ ଓ ସଫଳତାକୁ ଦୃଷ୍ଟିରେ ରଖି ସମ୍ମାନିତ କରାଯାଇଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.