Below header

 ‘ଆଣ୍ଟି’ ଡ଼ାକିବାରୁ ଚିଡିଲେ କରିନା, ସମସ୍ତଙ୍କ ସାମ୍ନାରେ ଦେଖାଇଲେ ରାଗ

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଆଣ୍ଟି ଡାକିବାରୁ ଖୁବ ରାଗିଛନ୍ତି ବେବୋ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏପରି ଏକ ଫ୍ଳାଟଫର୍ମ ପାଲଟିଛି ଯେଉଁଠାରେ ଲୋକ ଯାହାକୁ ପାରିଲେ ତାହାକୁ ଟାରଗେଟ କରି କଥା କହି ପାରୁଛନ୍ତି ଏହିପରି ଜଣେ ପ୍ରଶଂସକ କମେଣ୍ଟରେ ରାଗିଯାଇଛନ୍ତି କରିନା କପୁର।

kareena

ଏକ ଚାର୍ଟ ଶୋର ମିନିଟର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଉଛି। ଯେଉଁଥିରେ ଅରବାଜ ଖାନ ଏବଂ କରିନା କପୁର କଥା ହେଉଥିବା ନଜର ଆସିଛନ୍ତି। ଚାର୍ଟ ଶୋ ମଝିରେ ସୋସିଆଲ ମିଡିଆରେ କରିନାଙ୍କୁ ଦିଆଯାଇଥିବା କମେଣ୍ଟ ଦେଖାଇଥିଲା ଅରବାଜ। ପରେ ଯାହାର ପ୍ରତିକ୍ରିୟା ରଖିଛନ୍ତି କରିନା।

ନିଶ୍ଚିତ ପଢ଼ନ୍ତୁ:ସୋନାକ୍ଷୀଙ୍କ ଗିରଫ ଉପରେ ରୋକ୍ ଲଗାଇଲା ଇଲହାବାଦ୍ ହାଇକୋର୍ଟ , ଜାଣନ୍ତୁ କାରଣ

କମେଣ୍ଟରେ ପ୍ରଶଂସକ କରିନାଙ୍କୁ ଲେଖିଥିଲେ, “ଏବେ ତୁମେ ଆଣ୍ଟି ହୋଇଗଲଣି ,ଏଣୁ ଜଣେ ଝିଅ ଭଳି ବ୍ୟବହାର କରିବା ବନ୍ଦ କର”। ଏହି କମେଣ୍ଟର ଉତ୍ତର ଦେବାକୁ ଯାଇ କରିନା କହିଲେ, “ଲୋକଙ୍କୁ ଲାଗିଥାଏ ବିଶିଷ୍ଟ ବ୍ୟକ୍ତିଙ୍କ ପାଖରେ କୌଣସି ଭାବନା ରହିନାହିଁ। ତାଙ୍କୁ ସବୁବେଳେ ଲାଗେ କି ଆମେ ମାନେ ସବୁକିଛିକୁ ହାଲୁକାରେ ନେଇଥାଉ”।

କରିନା ସବୁବେଳେ ନିଜର ଫ୍ୟାନ୍ସନେବଲ କପଡ଼ା ପାଇଁ ଦର୍ଶକଙ୍କ କେନ୍ଦ୍ରରେ ରହିଥାନ୍ତି। ତେବେ ସେ ଏହି ସମସ୍ତ କଥାରେ କେବେ ଧ୍ୟାନ ଦେଇନଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.